ଚାଇଁଚାଇଁ
ଚାଇଁଚାଇଁ
ଉଚ୍ଚାରଣ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. ତୀକ୍ଷଣ୍—ସ୍ପର୍ଶ—ଅନୁଭୁତି ସହିତ — ୧. A Sharp biting sensation.
- ୨. ଚିଆଁ ବା ନିଆଁଖୁଣ୍ଟା ଦେହରେ ମାଡ଼ି ଦେଲେ ଯେଉଁ ଅନୁଭୁତି ହୁଏ ସେହିପରି —୨. A burning sensation in the body (when touched with a searing rod.)
- ୩. ଦେହରେ ଛୁଞ୍ଚି ହୋଇ ଗଲେ ଯେଉଁ କଷ୍ଟ ଅନୁଭୁତି ହୁଏ —୩. The pang of a pin pricking the body.
- ୪. ଶ୍ରୀଘ୍ର ଶ୍ରୀଘ୍ର — ୪. Repeatedly; in quick succession.
- ୫. ଘନ ଘନ ଦେହ ଘୋଳି ବିନ୍ଧି ହେବାର ଅନୁଭୁତି ସହିତ —୫. With a feeling of repeated momentary pangs in the system (as by pin-prick or pricking with a fire brand.)
- ୬. ତାତିଲା ଲୁହା ଉପରେ ବା ତାତିଲା ହାଣ୍ଡିରେ ଟୋପା ଟୋପା ପାଣି ପଡ଼ିବାରୁ ଶବ୍ଦ; ଚେଁ ଚେଁ ଶବ୍ଦ — ୬. Sound produced by drops of water falling. on a red-hot metal or earthen pot.