ଚହଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଚହଟିବାର ଣିଜନ୍ତ ରୂପ) ସମ୍ପାଦନା

୧. ଆମୋଦରେ ଦିଗଦିଗନ୍ତ ପୂର୍ଣ୍ଣ କରିବା — ୧. To fill the air with smell.

ସୁରଭି କୁସୁମ ଚହଟାଇ ବାସ ମହକାଏ ତା ମାଧୁରୀ ନନ୍ଦକିଶୋର. ଶର୍ମିଷ୍ଠା

୨. ପ୍ରକାଶିତ କରାଇବା — ୨. To cause to come out.
୩. ପ୍ରଚାରିତ କରିବା — ୩. To publish; to reveal; to disclose
୪. ଶୋଭିତ କରାଇବା; ଶୋଭାଯୁକ୍ତ କରିବା — ୪. To make beautiful; to cause to be charming.

କାହା ଶିର ମୁକୁଟ ତତେ ପଡ଼ିଯାଏ ରତନ ଜ୍ୟୋତିରେ ସେ ମହୀ ଚହଟାଏ କୃଷ୍ଣସିଂହ. ମହାଭାରତ . ଆଦି