ଚହଟା
ଚହଟା
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବିସ୍ତୁତ ସମତଳ ଭୁଖଣ୍ଡ — ୧. A wide plot of level land.
ସେ ଚହଟା ଭିତରେ ଅଛି ଯେଉଁ ମନ୍ଦିର ତହିଁରେ ଶବଦ ଶୁଭେ ଦ୍ୱାଦଶ ପ୍ରକାର ପୀତାମ୍ୱର. ନୃସିଂହପୁରାଣ
- ୨. ବିଷ ଆଦି ମନୁଷ୍ୟର ମଗଜରେ ବା ଶରୀରଯାକ ବ୍ୟାପିଯିବା — ୨. Diffusion through the system (as poison).
- ୩. ସୁଗନ୍ଧ ବିସ୍ତାର; ସୁଗନ୍ଧ ସବୁଆଡେ ବ୍ୟାପିଯିବା — ୩. Diffusion of smell.
ପ୍ରାଦେଶିକ - (ଗଡ଼ଜାତ)ବି
ସମ୍ପାଦନାଚାରିପାଖେ ଜଙ୍ଗଲ ଥିବା ବିସ୍ତୁତ ଭୁଖଣ୍ଡ A wide plot of land having jungles on all sides.
ଦେଶଜ - ବିଶେଷଣ -
ସମ୍ପାଦନାଚପଳସ୍ୱଭାବ; ଚଞ୍ଚଳମତି —Fickle-minded.
ଆରେ ଚହଟା, ଝଟା ଲଟା ତଳେ ନ କର ହଟା ଯଦୁମଣି, ରହସ୍ୟ ବଚନ