ଚହଚହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୟନ୍ୟନୁକରଣ) ସମ୍ପାଦନା

୧. ଲୋକଗହଳ ବା ଗୋଳମାଳର ଅବ୍ୟକ୍ତ ଶବ୍ଦ; ଗହଗହ —୧. Indistinct noise arising from a crowd of people
୨. ଚମକ; ଚାକଚକ୍ୟ —୨. Splendour.
୩. ଅତ୍ୟନ୍ତ; ଟହଟହ — ୩. Very; too much.

(ଯଥା—ନାଲଚହଚହ)