ଚହକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚହକିବାର ଣିଜନ୍ତ ରୂପ — ୧. Causative form of Chahakibā


(ଚହକେଇବା—ଅନ୍ୟରୂପ)

୨. ଚମକାଇବା (ଦେଖ) - ୨. Chamakāibā (See)

ଚାମରଚିକୁଲା ମତେ ଚହକାଇ ପଚାରିଲୁ କହ— କବିସୂର୍ଯ୍ୟ. କିଶୋରୀଚମ୍ପୁ