ଚଳକାଚଳ
(ଚଳକୁଚଳ—ଅନ୍ୟରୂପ)
ଏକଚଳ (ଜଳୀୟ ପଦାର୍ଥ) ପରେ ଅନ୍ୟ ଏକ ଚଳ; ଅନେକ ପୋଷ; ପୋଷକୁପୋଷା (ଜଳୀୟ ପଦାର୍ଥ) —Many or successive handfuls (of liquid).
(ଯଥା—ଚଳକାଚଳ ପାଣି ତା ମୁହଁକୁ ମାରିବାରୁ ତାର ସଂଜ୍ଞାଲାଭ ହେଲା )