ଚଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଚଳିତ, ହିନ୍ଦିରୁ ଅନୁକୃତ) ସମ୍ପାଦନା

୧. ଗତ; ଚାଲି ଯାଇଥିବା —୧. Gone; departed.
୨. ପଳାୟିତ —୨. Run away.

(ଯଥା—ସେ ଏହା କହି ଚଲ୍)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଳାୟନ —Running away.

(ଯଥା—ସେ ୟା କହି ଚଲ୍ ଦେଲା)

ଦେଶଜ - ଅ. (ତୁଳ. (ହି) କ୍ରି. ଚଲ୍=ଚାଲି ଯାଅ) ସମ୍ପାଦନା

୧. ଚାଲ୍; ଚଲିଯା — ୧. (Interjection) Get off; be gone.
୨. ଅଗ୍ରସର ହୁଅ —୨. Proceed; go on.