ଚଲାଣି
ଚଲାଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଟଙ୍କା ବା ଜିନିଷ ପଠାଇବା — Remittance of articles or money.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ପଠାଯାଉଥିବା (ଦ୍ରବ୍ୟ) — ୧. Remitted (articles).
- ୨. ରପ୍ତାନିର ଉପଯୋଗୀ — ୨. Fit for being exported.
- ୩. ବିଚାରାର୍ଥ ପ୍ରେରିତ (ଅପରାଧୀ) — ୩. (accused) Sent up for trial.