ଚର୍ଚର୍
ଚର୍ଚର୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚର୍ଚର୍
|
ଦେଶଜ - ଅ. (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଲୁଗା ବା କାଗଜ ଚିରିବାର ବା ଛୁରୀରେ କାଟିବାର ଶବ୍ଦ —୧. Sound of tearing or cutt ing through a sheet of cloth or paper.
- ୨. ସରୁ ମୁହଁ ବାଟେ ଜଳସ୍ରୋତ (ପ୍ରସାବ) ବାହାରି ତଳକୁ ପଡ଼ିବାର ଶବ୍ଦ —୨. Sound of water coming through a narrow hole.
- ୩. କାଗଜ ଉପରେ ପକ୍ଷୀ କଲମଦ୍ୱାରା ଚଞ୍ଚଳ ଲେଖିବାର ଶବ୍ଦ —୩. Sound of scribbling on a paper with a soft pen point.
ପଣ୍ଡ ତସ୍ମନ୍ୟ ମହ ତ୍ମା..............ଚର୍ଚର୍ କରି ଦସ୍ତଖତ୍ କରନ୍ତି ରାଧାନାଥ. ବିବେକୀ
- ୪. ନୀଈବଢ଼ି ପାଣି କୂଳସ୍ଥ ସମତଳ ବାଲି ଉପରେ ମାଡ଼ି ଯିବାର ଶବ୍ଦ —୪. Sound of flood-water spreading into level piece of sand on the shore.
କ୍ରି.ବିଶେଷଣ -
ସମ୍ପାଦନାଚର୍ଚର୍ ଶବ୍ଦ କରି ଲେଖିବା — (writting) Producing a 'churchur' sound.