ଚରିତ୍ର
ଚରିତ୍ର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) Duration: 2 seconds. (file)
ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+କରଣ. ଇତ୍ର)
ସମ୍ପାଦନା- ୧. ଆଚରଣ; ଚାଲିଚଳନ; ବ୍ୟବହାର — ୧. Conduct; behaviour.
- ୨. ସ୍ୱଭାବ; ପ୍ରକୃତି —୨. Nature; disposition.
- ୩. ଆଚାର; ରୀତି —୨. Practice; custom; usage.
- ୪. ଚେଷ୍ଟା; ଉପାୟ —୪. Endeavour.
- ୫. ସଦ୍ ବା ଅସଦ୍ ଗୁଣ; ନୈତିକ ଆଚରଣ — ୫. Character; morality.
- ୬. ଇତିହାସ, ନାଟକ, ପୁରାଣ, କାବ୍ୟାଦିରେ ନାୟକ ଆଦିଙ୍କର ଚିତ୍ରତ ସ୍ୱଭାବ —୬. The character of a personage as depicted in a book or history gathered from the book.
- ୭. ଇତିହାସ —୭. History; memoir.
- ୮. ଐତିହାସିକ ବା ପୌରାଣିକ ବ୍ୟକ୍ତିଙ୍କର ଜୀବନର ଘଟନା ବା ବିଷୟବର୍ଣ୍ଣନ, ପୌରାଣିକ ଉପାଖ୍ୟାନ — ୮. Historical or mythological anecdote or narrative.
ମହାନିତ୍ୟ ମଣ୍ତଳ ଚରିତ୍ର ମୋତେ କହ ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୯. ରୀତି ଉପରେ ପ୍ରତିଷ୍ଠିତ ଆଇନ; ଧର୍ମ — ୯. Law as based on custom or usage.
- ୧. ବୌଦ୍ଧ ସମ୍ପ୍ରଦାୟ ବା ଧର୍ମବିଶେଷ — ୧୦. A Buddhistic religion or sect.
ଦେଶଜ - ବିଶେଷ୍ୟ -
ସମ୍ପାଦନାଚରିତ; ଜୀବନବୃତ୍ତାନ୍ତ —Biography.
ରାମ ରିସ ବଖାଣ କଲେ ଧୀରେ ଧୀରେ ଯେ ବିଶ୍ୱନାଥ. ବିଚିତ୍ରରାମାୟଣ