ଚରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚରେଇବା— ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚର୍ ଧାତୁ ଣିଜନ୍ତ— ଚାରି ଧାତୁ) ସମ୍ପାଦନା

୧. ଗୋରୁ ପ୍ରଭୃତି ପଶୁଙ୍କୁ ଚରିବାବେଳେ ଜଗିବା — ୧. To watch or tend cattle while grazing.

ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଚ—ଗୀତ

୨. ଗୋରୁ ପ୍ରଭୃତିଙ୍କର ଚରିବାର ସୁବିଧା କରିବା — ୨. To allow the cattle to graze.
୩. ଆତଜାତ କରାଇବା; ଚଳାଇବା — ୩. To look after; to take care; to attend to.

ଗଉଡ଼ ଗୋରୁ ଚରାଏ. ରଜା ମଣିଷ ଚରାନ୍ତି—ଢଗ

୪. ଚରିବାର ଣିଜନ୍ତି — ୪. The causative form of Charibā.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - ସମ୍ପାଦନା

ବଳି ଦିଆଯିବା ବୋଦାକୁ ବଳି ଦିଆଯିବା ପୂର୍ବରୁ ଦେବୀଙ୍କ ପ୍ରସାଦ ଖୁଆଇବା — To feed a victin (goat or sheep) with the offering of a Goddesbefore it is killed

[ ଦ୍ର— ଚରାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ]



ଚରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଚିରେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

(ଚିରବାର ଣିଜନ୍ତ ରୂପ) ଅନ୍ୟଦ୍ୱାରା ଫଡ଼ାଇବା — To cause a thing to be split up or torne up by another.