ଚରଡ଼ି
ଚରଡ଼ି
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ବସ୍ତର ଓ ଜୟପୁର) ବିଶେଷ୍ୟ -
ସମ୍ପାଦନାମଧ୍ୟପ୍ରଦେଶ ବସ୍ତର ଓ ବିଶାଖାପାଟଣାର ଜୟପୁର ଅଞ୍ଚଳର ପାହାଡ଼ର ଜଙ୍ଗଲି ଜାତିବିଶେଷ —A wild caste of people living in hills of Bastar in C. p. and jaypur in Vizagapattam.
[ଦ୍ରଷ୍ଟବ୍ୟ —ଏମାନେ 'ରାମାୟଣବର୍ଣ୍ଣିତ ବାନରମାନଙ୍କର ବଂଶଧର' ବୋଲି ଆପଣାର ପରିଚୟ ଦିଅନ୍ତି]