ଚମାର
ଚମାର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଚମାରୁଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ.—(ସଂସ୍କୃତ - ଚର୍ମକାର ବା ଚର୍ମାର; ପ୍ରା. ଚମାର)
ସମ୍ପାଦନା- ୧. ତାଳଗଛ ଝାଡ଼ିବା ଓ ତାଳପତ୍ରରେ ତାଟି, ବାଉସିଆ ଓ ଟୋକେଇ ଆଦି ପ୍ରସ୍ତୁତକାରୀ ଜାତି — ୧. A caste dealing with palmleaf articles.
[ଦ୍ରଷ୍ଟବ୍ୟ —ବଙ୍ଗଳାରେ ହିନ୍ଦୀରେ ଚମାର ଶବ୍ଦ ମୋଚିଙ୍କୁ ବୁଝାଏ]
- ୨. ଅତି ନୀଚକର୍ମା ବା ହିନ ବ୍ୟକ୍ତି — ୨. A very mean or low person.
ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୁମ) ବିଶେଷ୍ୟ -
ସମ୍ପାଦନାମୋଚି — Cobbler.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନା- ୧. ଏକଜାତୀୟ ଅସ୍ପୃଶ୍ୟ ତନ୍ତୀ — ୧. A class of untouchable weavers
- ୨. ଏକଜାତୀୟ ବଢେଇ — ୨. A class of carpenters.