ଚମଚଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଚମଚଟିଆ, ଚମଚଟୁଆ, ଚମଚିଟା, ଚମଚିଟାଳଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ମଚଟିକା) ସମ୍ପାଦନା

୧. ଚେମିଣି ଚଢ଼ାଇ — ୧. House bats; small bat.

ଚମିରକୁ ତହିଁ ବିଜନ୍ତି ବିଜନେ ପକ୍ଷବାତେ ଚମଚଟା— ରାଧାନାଥ ପାର୍ବତୀ

୨. (ଲକ୍ଷଣାର୍ଥ) ଚେମିଣି ଭଳିଆ ସାଙ୍ଗରେ ଲାଗିବା —୨. Pertinacity.

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ କୌଣସି କାର୍ଯ୍ୟରେ ଜିଦ୍ ଧରି ଲାଗୢ ରହିଥାଏ—ନୋଛୋଡ଼୍ୱନ୍ଦା; —୧. Pertinacious.
୨. ଏକଗୁୟାଁ; ଏକଜିଦିଆ — ୨. Stubborn; obbstinate.
୩. ଅକ୍ଳାନ୍ତ —୩. Untired.