ଚମ
- ଚମଡା, ଚର୍ମ, ତ୍ବକ୍, ଛାଲ, ତ୍ବଚା
- ସ୍ପର୍ଶେନ୍ଦ୍ରିୟ
- ବକଳ, ବକଳା, ଚୋପା, ଛେଲି, ଆବରଣ
- କଂଚୁ, କଂଚୁକ, ନିର୍ମୋକ
ବିଶେଷଣ ଚେମଡ଼ଚମ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ମ; ପ୍ରା. ଚମ୍ମ, ଚାମ)
ସମ୍ପାଦନା- ୧. ଜୀବଦେହରେ ଚର୍ମ; ଜୀବଦେହରେ ମାଂସ; ଶିରା ଓ ହାଡ଼କୁ ଘୋଡ଼ାଇଥିବା ପତଳା ଆବରଣ — ୧. Skin.
ଚମ ବେଢ଼ିଛି ସିନା ଚଉରାଶିକି ମନବୋଧ ଚଉତିଶା
- ୨. ଛାଲ; ଚମଡ଼ା —୨. Hide.
ଗୋରୁ ଚମ ତୁଣ ଯେ ନାହାଳ ବେନି କାଣ୍ଡ. ବଳରାମ. ରାମାୟଣ
- ୩. ପରିଷ୍କୃତ ଚମଡ଼ା —୩. Leather.
- ୪. ମଳିଚମ —୪. A very thin layer of skin on the body.
- ୫. ଭଣ୍ଡାରିଙ୍କ ଚଟପଟୀ —୫. Barber;s strop.