ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଚବିଶି
ଭାଷା
ଦେଖିବେ
ସମ୍ପାଦନା
ଚବିଶି
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବିଂଶ. ପ୍ରା. ଚଉଦ୍ଦିସା)
୧.୪
ବିଶେଷଣ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chabiṡi
ଆଇ.ପି.ଏ.
— tʃˈʌbiʃˌi
ଅନୁବାଦ
ସମ୍ପାଦନା
ଚବିଶି
ବଙ୍ଗାଳୀ:
চবিশ
ହିନ୍ଦୀ:
चैबिस
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବିଂଶ. ପ୍ରା. ଚଉଦ୍ଦିସା)
ସମ୍ପାଦନା
କୋଡ଼ିଏରୁ ଚାରି ଅଧିକ ସଂଖ୍ୟା; ଚତୁର୍ବିଂଶ ସଂଖ୍ୟା — ୨୪. Twentyfour.
ବିଶେଷଣ -
ସମ୍ପାଦନା
୧. ଚତୁର୍ବିଂଶ ସଂଖ୍ୟକ — ୧. Numbering twentyfour.
୨. ଚତୁର୍ବିଂଶର ପୁରଣ —୨. Twentyfourth.