ଚବିଶି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବିଂଶ. ପ୍ରା. ଚଉଦ୍ଦିସା) ସମ୍ପାଦନା

କୋଡ଼ିଏରୁ ଚାରି ଅଧିକ ସଂଖ୍ୟା; ଚତୁର୍ବିଂଶ ସଂଖ୍ୟା — ୨୪. Twentyfour.

ବିଶେଷଣ - ସମ୍ପାଦନା

୧. ଚତୁର୍ବିଂଶ ସଂଖ୍ୟକ — ୧. Numbering twentyfour.
୨. ଚତୁର୍ବିଂଶର ପୁରଣ —୨. Twentyfourth.