ଚପ୍ଚପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚପଳ) ସମ୍ପାଦନା

ଝପାଝପ୍; ଅତି ଶୀଘ୍ର; ତୁରନ୍ତ —Very quickly; hastily; very swiftly.

ଦେଶଜ - ଅ.— (ଧ୍ୱନ୍ୟର୍ଥକ) ସମ୍ପାଦନା

୧. କୁକୁର ବା ବିରାଡ଼ି ଚାକୁ ଚାକୁ କରି ପାଣି ବା ଦୁଧ ଚାଟିବାର ଶବ୍ଦ; ଚାକୁ ଚାକୁ — Sound of licking or lapping of some liquid by a dog or cat.
୨. ୧/୨: ଇଞ୍ଚ ପାଣି ବା କାଦୁଅ ଥିବା ଜାଗାରେ ଚାଲିବାର ଶବ୍ଦ; ଚପର ଚପର —୨. Splasting sound produced by walking on a place in which there is ୧ or ୨ inches of water or slime.