ଚପ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚପ୍)

ସମ୍ପାଦନା

ଛେଚା ହୋଇ ପିଷ୍ଟକାକାର ଭଜା ମାଂସଖଣ୍ଡ —Fried piece of minced meat; chop.

[ ଦ୍ର—ଏହାର ସହଚର ଖାଦ୍ୟ କଟ୍ଲେଟ୍ ]