ଚପିବା
ଚପିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି—(ସଂସ୍କୃତ - ଚପ ଧାତୁ=କୁଟିବା)
ସମ୍ପାଦନା- ୧. ଦବିବା — ୧. To sink down.
- ୨. କାଳି ଆଦି କାଗଜରେ ଶୋଷି ହୋଇ ଯିବା — ୨. To soak or sink (said of ink soaking in to paper.)
- ୩. ଅନ୍ୟର ପ୍ରତାପରେ ଭୟ ପାଇ ତୁନି ହେବା — ୩. To be frightened to silence.
- ୪. ଲଜ୍ଜିତ ହେବା —୪. To be ashamed.