ଚପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ଚପ ଧାତୁ=କୁଟିବା) ସମ୍ପାଦନା

୧. ଦବିବା — ୧. To sink down.
୨. କାଳି ଆଦି କାଗଜରେ ଶୋଷି ହୋଇ ଯିବା — ୨. To soak or sink (said of ink soaking in to paper.)
୩. ଅନ୍ୟର ପ୍ରତାପରେ ଭୟ ପାଇ ତୁନି ହେବା — ୩. To be frightened to silence.


୪. ଲଜ୍ଜିତ ହେବା —୪. To be ashamed.