ଚପଳେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚପଳମ୍) ସମ୍ପାଦନା

୧. ଶ୍ରୀଘ୍ର; ଚଞ୍ଚଳ — ୧. Quickly.,

ଚୁମ୍ୱି ବାରୁଣୀକି ଦିନ ଦ୍ୟୁତି, ଚପଳେ ଅମ୍ୱର ବରଜନ୍ତି କବିସୂର୍ଯ୍ୟ, କିଶୋରୀଚମ୍ପୁ ଚ. ଗୀତ

୨. (ଲକ୍ଷଣାର୍ଥ) ଚପଳତା ସହକାରେ; ଆଗ ପଛ ବିଚାର ନ କରି —୨. Precipitously.

ଚଉଠେ ନ ରଖିଲା ସେ ସ୍ନେହର, ଚପଳେ ଛଡ଼ାଇ ଦେଇ ଦେହରୁ କବିସୂର୍ଯ୍ୟ. କବିତା. କଲ୍ଲୋଳ