ଚନ୍ଦ୍ରହାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଏଥିରେ ଚନ୍ଦ୍ର ପରି ଗୋଲାକାର ଚକତି ମାନ ଖଞ୍ଜା ଥିବାରୁ) ସମ୍ପାଦନା

ଗୋଠ ବା ୘ୋଟିଭୂଷଣବିଶେଷ — ୧. A waist-chain set with circular bits.

୨. ଗଳାର ହାରବିଶେଷ — ୨. A kind of necklace.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ - ସମ୍ପାଦନା

ଗୋଖର ଆଦିରେ ଲାଗିଥିବା ଶିକୁଳି; ଯାହା କାନ ଉପରେ ବୁଲି ଆସିଥାଏ — Chain which keeps the heavy pendants of the ear suspended.