ଚନ୍ଚନ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ

ସମ୍ପାଦନା
୧. ଚିନ୍ଚିନ୍; ଚାଇଁ ଚାଇଁ; ଶିରା, ସ୍ନାୟୁ ପ୍ରଭୃତିର ସଙ୍କୋଚଜନିତ ଉପର୍ଯ୍ୟୁପରି କ୍ଷଣସ୍ଥାୟୀ ବ୍ୟଥା ବା ଶାରୀରିକ କ୍ଳେଶାନୂଭୂତି —୧. Smarting pain due to contraction of vens or muscle.
୨. ଛନ୍ଛନ୍ (ଦେଖ) - ୨. Chhanchhan (See)