ଚତୁର୍ମାସ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ଚତୁର+ମାସ)

ସମ୍ପାଦନା
୧. ବର୍ଷା ଚାରିମାସ; ଆଷାଢ଼ ଶୁକ୍ଳ ଦ୍ୱାଦଶୀଠାରେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ ସମୟ, ଦେବଶୟନ ଏକାଦଶୀଠାରୁ ଉତ୍ଥାନ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ସମୟ; ଚତୁର୍ମାସ୍ୟା —୧. The monsoon months; the time of ୪ month from the ୧୨th day of the bright fortnight of Āshāṟḍ̠ẖa to the ୧୨th day of the bright fortnight of Kārttika.

ଏରୂପେ କରି କ୍ଷେତ୍ରବାସ ରହିଲେ ତିନି ଚତୁର୍ମାସ—ଭୂପତି, ପ୍ରେମପଞ୍ଚାମୃତ

୨. ୪ ମାସ ସମୟ —୨. A period of ୪ months.