ଚତୁର୍ଭୁଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି) ସମ୍ପାଦନା

୧. ବିଷ୍ଣୁ — ୧. Bishṇu (having ୪ hands)
୨. ଯେଉଁ କ୍ଷେତ୍ର ୪ଟି ରେଖାଦ୍ୱାରା ଆବଦ୍ଧ — ୨. A quadrilateral figure.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଚାରିହାତବିଶିଷ୍ଟ — ୧. Four-armed; four-handed.
୨. ଚାରିରେଖାବିଶିଷ୍ଟ — ୨. Quadrilateral; four-sided.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ — Name given to males.