ଚତୁର୍ଦିକ୍
ଚତୁର୍ଦିକ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଚତୁର୍ଦ୍ଦିକ୍—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଚତୁର୍+ ଦିସ; ୧ମା. ୧ମ) ସମ୍ପାଦନା
- ୧. ଚଉଦିଗ; ପୂର୍ବପଶ୍ଚିମ ଓ ଉତ୍ତରଦକ୍ଷିଣ ଦିକ୍— ଚତୁଷ୍ଟୟ —୧. The four quarters or points of the compass.
- ୨. କୌଣସି ବସ୍ତୁର ଚାରି ଆଡ଼ ବା ପାର୍ଶ୍ୱ — ୨. The four sides of a thing.
- ୩. ସମସ୍ତ ବିଷୟ —୩. All matters.
ଦେଶଜ - ଅ. ସମ୍ପାଦନା
- ୧. ଚାରିଆଡ଼େ —୧. On all sides.
- ୨. ସବୁଆଡ଼େ —୨. All round.