ଚତୁର୍ଥୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚତୁର୍ଥ+ଈ) ସମ୍ପାଦନା

୧. ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷର ଚତୁର୍ଥୀ— ତିଥି; ଅମାବାସ୍ୟା ଓ ପୂର୍ଣ୍ଣମୀର ପରବର୍ତ୍ତୀ ଚତୁର୍ଥ ଦିବସ —୧. The ୪th day of the lunar fortnight.

[ଦ୍ରଷ୍ଟବ୍ୟ —ଚତୁର୍ଥୀ ତିଥି ୨ ପ୍ରକାର ଯଥା—ଶୁକ୍ଳପକ୍ଷ ଚତୁର୍ଥୀ ଓ କୃଷ୍ଣପକ୍ଷ ଚତୁର୍ଥୀ ପ୍ରତ୍ୟେକ ମାସରେ ଦୁଇଟି କରି ଚତୁର୍ଥୀ ହୁଏ ସେମାନଙ୍କ ମଧ୍ୟରୁ ଭାଦ୍ର ଶୁକ୍ଳ ଚତୁର୍ଥୀ ଗଣେଶପୂଜା ଓ ମାଘ ଶୁକ୍ଳ ଚତୁର୍ଥୀ ଗୌରୀପୂଜା ଯୋଗୁଁ ପ୍ରସିଦ୍ଧ]

୨. ଚଉଠୀ; ବିବାହର ଚତୁର୍ଥ ଦିବସ —୨. The ୪th day of marrige.
୩. ବ୍ୟାକରଣର ବିଭକ୍ତିବିଶେଷ; ସମ୍ପଦାନକାରକର ବିଭକ୍ତି — (grammer) The fourth case.

ସଂସ୍କୃତ - ବିଶେଷଣ - ସ୍ତ୍ରୀ ସମ୍ପାଦନା

ଚତୁର୍ଥର ସ୍ତ୍ରୀ ଲିଙ୍ଗ —Feminine of Chaturtha.