ଚତାରାଇବା
ଚତାରାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(ଚତରେଇବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଚତ୍ନର; ସଂସ୍କୃତ - ଛତ୍ର) ସମ୍ପାଦନା
- ୧. (ଅକର୍ମକ) ଅଧିକତାର ବିସ୍ତୃତ କରିବା — ୧. To make more extensive; to widen.
- ୨. (ଅକର୍ମକ) ବହୁ ଶାଖା ମେଲିବା; ଛତା ପରି ବିସ୍ତୃତ ହେବା —୨. To bifurcate or shoot out or spread into numerous branches like an umbrella.
- ୩. (ସକର୍ମକ) ଖେଳାଇ ଦେବା — ୩. To thin out; to scatter; to spread.