ଚଣ୍ଡଦକ୍ଷିଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦେବତାଙ୍କ ନିକଟରେ ଅର୍ପିତ ଭୋଗର ଚଣ୍ଡଙ୍କ ପାଇଁ କଢ଼ା ହୋଇଥିବା ଅଂଶ, ଯାହା କି ପୂଜକକୁ ଦକ୍ଷିଣାରୂପେ ଦିଆଯାଏ; ଚଣ୍ଡବଳି (୩) (ଦେଖ) - — Fixed Portion of offering to a Deity which is set apart as 'Chaṇḍabaḻi' and which is taken by the offlciating priest as his remuneration (usually ୧/୪ part)