ଚଢ଼େଇଗୋଡ଼ି
ପାଣି କୂଳରେ ଜନ୍ମିବା ଜଙ୍ଗଲି ବୁଦାଳିଆ ବୃକ୍ଷବିଶେଷ — Ixora Undulata; name of a large shrub growing near water (Haines)
[ଦ୍ରଷ୍ଟବ୍ୟ —ଏ ଗଛ ଝାମ୍ପୁଡ଼ା; ୪୫: ହାତ ଉଚ୍ଚ ହୁଏ କାଠ ଖୁବ ଟାଣ, କୁରାଢ଼ି ବଙ୍କେ ନାହିଁ ଭଲ ଜାଳ ହୁଏ]