ଚଢ଼ାଉ
ଚଢ଼ାଉ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ)
ସମ୍ପାଦନା- ୧. ଆକ୍ରମଣ — ୧. Attack; onset.
ଏକ ଏକ ହୋଇ ରାଜପୁତ୍ରଗଣ ସଦଳେ କଲେ ଚଢ଼ାଉ— ରାଧାନାଥ, ପାର୍ବତୀ
- ୨. ବହୁସଂଖ୍ୟାରେ ଏକ ସ୍ଥାନରେ ପ୍ରବେଶ — ୨. Arriving at or entering a place with a large number of people.
- ୩. ସୈନିକଙ୍କଦ୍ୱାରା ରାଜ୍ୟାଦି ଆକ୍ରମଣ — ୩. Invasion of a kingdom by an army.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାଜଗନ୍ନାଥଙ୍କ କର୍ମଚାରିବିଶେଷ; ତଡ଼ଉ — A class of record keepers of the Purī tremple.
[ଦ୍ରଷ୍ଟବ୍ୟ —ମାଦଳାପାଞ୍ଜି ଏମାନଙ୍କ ଘରେ ଥାଏ ଏମାନେ ରାଜ— ବଂଶର ଇତିହାସ ଲେଖନ୍ତି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]