ଚଢ଼ାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟକ କିମ୍ୱା ଚର ଧାତୁ) ସମ୍ପାଦନା

୧. ଛୋଟ ପକ୍ଷୀ —୧. Small bird.
୨. ପକ୍ଷୀ —୨. Bird.