ଚଡ଼ ଚାପଡ଼

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଚଡ଼ଚାପୁଡ଼ା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ଏକାର୍ଥକ ସହଚର; ଚଡ଼ ଧ୍ୱନ୍ୟନୁକରଣ+ସଂସ୍କୃତ - ଚପଟ)

ସମ୍ପାଦନା
୧. ଚାପୁଡ଼ା —୧. Slap.
୨. ଚାପୁଡ଼ାରୂପ ଦଣ୍ଡ଼ — ୨. Punishment in the shape of slaps

ଅବଧାନ ! ଆଗ ମାଇପକୁ ଚଡ଼ଚାପଡ଼, ପଛ ମାଇପକୁ ସାବଧାନ ଢଗ