ଚଡ଼କାଇବା
ଚଡ଼କାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ଚଡ଼କେଇବା—ଅନ୍ୟରୂପ)
ଦେଶଜ - କ୍ରି. (ଧ୍ୱନ୍ୟନୂକରଣ) ସମ୍ପାଦନା
- ୧. ଚଡ଼କିବାର ଣିଜନ୍ତରୂପ — ୧. The causative form of Chaṟḍ̠akibā
- ୨. ଫଟାଇବା —୨. To cause to crack; to split.
- ୩. ଭୟରେ ସ୍ତମ୍ଭିତ ବା ଚମକିତ କରିବା — ୩. To startle; to alarm.
ତାହା ସଙ୍ଗତେ ସଙ୍ଗ ହୋଇଣ ଚଡ଼କ ଚଡ଼କାଇବ ଏ ସବୁରି ହଦଯାକ— କୃଷ୍ଣସିଂହ, ମହାଭାରତ, ବନ