ଚଡ଼କ
ଚଡ଼କ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚଡ଼କ
|
ଦେଶଜ - ବିଶେଷ୍ୟ -(ଚଡ଼ଚଡ଼ ଧ୍ୱନ୍ୟନୁକରଣ; ତଡ଼ିତ)
ସମ୍ପାଦନା- ୧. ବଜ୍ର —୧. Thunder.
- ୨. ବଜ୍ରସୁଚି —୨. Thunder bolt.
ଗଳି ନଉଡ଼ି ଗଲା ବକ ଶକଟେ ପଡ଼ିଲା ଚଉକ—ଭୂପତି, ପ୍ରେମପଞ୍ଚାମୃତ
ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଚଡ଼କ; ସଂସ୍କୃତ - ଚକ୍ର; ଫାରାସୀ - ଚର୍ଖ=ଚକ)
ସମ୍ପାଦନାଚଡ଼କ ପୂଜା (ଦେଖ) - — Chaṟḍ̠aka pūjā (See)