ଚଡ଼କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ଚଡ଼ଚଡ଼ ଧ୍ୱନ୍ୟନୁକରଣ; ତଡ଼ିତ) ସମ୍ପାଦନା

୧. ବଜ୍ର —୧. Thunder.
୨. ବଜ୍ରସୁଚି —୨. Thunder bolt.

ଗଳି ନଉଡ଼ି ଗଲା ବକ ଶକଟେ ପଡ଼ିଲା ଚଉକ—ଭୂପତି, ପ୍ରେମପଞ୍ଚାମୃତ

ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଚଡ଼କ; ସଂସ୍କୃତ - ଚକ୍ର; ଫାରାସୀ - ଚର୍ଖ=ଚକ) ସମ୍ପାଦନା

ଚଡ଼କ ପୂଜା (ଦେଖ) - — Chaṟḍ̠aka pūjā (See)