ଚଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଟକ) ସମ୍ପାଦନା

ଘରଚଟିଆ ଚଢ଼େଇ — Sparrow; martins.


ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଖଜୁରିପତ୍ରର ବୁଣା ପଟି — A mat woven with datepalm leaves.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ଚଟକା —Flat.