ଚଟାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଚଟାତ୍କରି, ଚଟାତ୍କିନା, ଚଟାତ୍କିନିଅନ୍ୟରୂପ

ଦେଶଜ - ଅ (ସଂସ୍କୃତ - ଝଟିତି; ହଠାତ୍) ସମ୍ପାଦନା

୧. ହଠାତ୍ — ୧. Unexpectedly.
୨. ତତ୍କ୍ଷଣାତ୍ — ୨. At once.
୩. ଶୀଘ୍ର — ୩. Quickly; briskly.