ଚଟ଼୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ସଂସ୍କୃତ - ଝଟିତି; ସଂସ୍କୃତ - ଚଟୁଳ+ ଚଞ୍ଚଳ) ସମ୍ପାଦନା

୧. ଅତି ଶୀଘ୍ର —୧. Presently.
୨. ଝଟିତି; ଝଟ୍ —୨. Immediately; sharp.
୩. ଚଞ୍ଚଳ —୩. Quickly.

ଗୋପାଳ ବାବୁ ଭାଗବତୀ ଡ଼ାଆଣି ନାମ ଚଟ୍ ବୁଝିଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ