ଚଟଚଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଅଗ୍ନି ଜଳିବାର ଚଡ଼ ଚଡ଼ ଶବ୍ଦ —୧. Cracking of burning fire.

ତ୍ରାସେ ନୀଡ଼ ତ୍ୟଜି ପଳାଇବେ ଶୁଣି ସେ ଅନଳ ଚଟ ଚଟା ରାଧାନାଥ. ପାର୍ବତୀ


୨. ଶସ୍ତ୍ରାଦିର ସଂଘର୍ଷଣଜନିତ ଶବ୍ଦ — ୨. Clashing sound of weapons.