ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଚଟଚଟା
ଭାଷା
ଦେଖିବେ
ସମ୍ପାଦନା
ଚଟଚଟା
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chaṭachaṭā
ଆଇ.ପି.ଏ.
— tʃˈʌʈʌtʃˌʌʈa
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ଅ. (ଧ୍ୱନ୍ୟନୁକରଣ)
ସମ୍ପାଦନା
୧. ଅଗ୍ନି ଜଳିବାର ଚଡ଼ ଚଡ଼ ଶବ୍ଦ —୧. Cracking of burning fire.
ତ୍ରାସେ ନୀଡ଼ ତ୍ୟଜି ପଳାଇବେ ଶୁଣି ସେ ଅନଳ ଚଟ ଚଟା ରାଧାନାଥ. ପାର୍ବତୀ
୨. ଶସ୍ତ୍ରାଦିର ସଂଘର୍ଷଣଜନିତ ଶବ୍ଦ — ୨. Clashing sound of weapons.