ଚଞ୍ଚୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଞ୍ଚୁରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଚଞ୍ଚ୍ ଧାତୁ= ଗମନ କରିବା+କର୍ତ୍ତୃ. ଉର) ସମ୍ପାଦନା

ଦକ୍ଷ; ନିପୁଣ —Active; clever; expert; skilful.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଶାଗ —A kind of pot-herb.