ଚକ୍ରାବର୍ତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ -(ଚକ୍ର+ଆବର୍ତ୍ତ) ସମ୍ପାଦନା

୧. ଚକାଭଉଁରି; ଘୂର୍ଣ୍ଣନ; ମଣ୍ତଳାକାର ଭ୍ରମଣ; ଚକ ପରି ଘାଉଁରି ଖାଇବା — ୧. Whirling motion; movement in a circle.
୨. ପରିକ୍ରମା —୨. Walking in a circuit; circumambulation.