ଚକ୍ରାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ଅନ୍ତ; ୬ଷ୍ଠୀ ତତ୍) ସମ୍ପାଦନା

୧. ଷଡ଼ଯନ୍ତ୍ର; କୁମନ୍ତ୍ରଣା; ପରର ଅନିଷ୍ଟ ସାଧନାର୍ଥ ଗୁପ୍ତ ମନ୍ତ୍ରଣା — ୧. Evil plot; conspiracy.
୨. ମେଳି —୨. Combination.