ଚକ୍ରାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ର+ଗ୍ରାମସମୂହ+ଅଟ ଧାତୁ=ଭ୍ରମଣ କରିବା+ କର୍ତ୍ତୃ. ଅ) ସମ୍ପାଦନା

୧. ଠକ; ପ୍ରତାରକ — ୧. A knave; a cheat; a rogue.
୨. ଐନ୍ଦ୍ରଜାଲିକ; କୁହୁକିଆ —୨. A juggler.
୩. ସାପୁଆ କେଳା —୩. A snake charmer.
୪. ସ୍ୱର୍ଣ୍ଣମୁଦ୍ରା; ଦିନାର୍ —୪. A gold coin.