ଚକ୍ରାଙ୍ଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. ସମ୍ପାଦନା

୧. କଟୁକୀ (ଦେଖ) - ୧. Kaṭukī (See)
୨. ମାଈ ବତକ —୨. Goose.
୩. ହିଳମୋଚିକା ଶାଗ —୩. A kind of potherb.
୪. ମଞ୍ଜିଷ୍ଠା —୪. Indian madder.
୫. କକଡ଼ାଶୃଙ୍ଗୀ (ଦେଖ) - ୫. Kakaṟḍ̠āṡṛuṅgī (See)