ଚକ୍ରମୁଦ୍ରା
ଚକ୍ରମୁଦ୍ରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚକ୍ର+ମୁଦ୍ରା) ସମ୍ପାଦନା
- ୧. ଦେବପୂଜା କାଳୀନ କରମୁଦ୍ରା— ବିଶେଷ —୧. A pose of the palms of the hands joined together like a circle used during worship.
- ୨. ବିଷ୍ଣୁଙ୍କ ଚକ୍ରାଦି ଆୟୁଧର ଛାପା ଯାହା ଭକ୍ତମାନେ ଦେହରେ ଘେନନ୍ତି —୨. The marks of the weapons of Bishṇu which are stamped on the body of his devotees.
[ ଦ୍ର—ଏହା ଦୁଇ ପ୍ରକାର ୧ ତପ୍ତମୁଦ୍ରା=ଦ୍ୱାରକାଛାପା; ୨ ଶୀତଳମୁଦ୍ରା=ଚନ୍ଦନାଦି ଦେହରେ ଛାପା ]