ଚକ୍ରମୁଣୋହି
ଚକ୍ରମୁଣୋହି
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାଜଗନ୍ନାଥ ମନ୍ଦିରର ନୀଳଚକ୍ରକୁ ଦେଖାଇ ଦେବତାଙ୍କ ନାମରେ ଉତ୍ସର୍ଗୀକୃତ ଭୋଗ —The offerings made to the diety Jagannātha by showing to the discus over the temple.
[ ଦ୍ର—ଯାତ୍ରା ଆଦିର ଭିଡ଼ ସମୟରେ ଜଗନ୍ନାଥଙ୍କ ଛାମୁକୁ ଯାଇଁ ନୈବେଦ୍ୟ ଦେବାର ସୁଯୋଗ ନ ମିଳିଲେ ଏପରି କରାଯାଏ]