ଚକ୍ରବ୍ୟୁହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଚକ୍ର+ବ୍ୟୁହ) ସମ୍ପାଦନା

ମଣ୍ତଳ ବା ଚକ୍ରାକାରରେ ରଚିତ ସୈନ୍ୟ—ସଂସ୍ଥାନ — Circular battle array.

[ ଦ୍ର—ମହାଭାରତ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଏ ବ୍ୟୂହ ରଚନା କରିଥିଲେ ଏଥିରେ ଅଭିମନ୍ୟୁ ପଶିଯାଇ ଆଉ ବାହାରି ନ ପାରି ହତ ହେଲେ ]