ଚକ୍ରବୃଦ୍ଧି
ଚକ୍ରବୃଦ୍ଧି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚକ୍ର+ବୃଦ୍ଧି)
ସମ୍ପାଦନା- ୧. ବୃଦ୍ଧିର ବୃଦ୍ଧି; ସୁଧ ଉପରେ ସୁଧ —୧. Compound interest; interest upon interest.
[ ଦ୍ର—ଖାତକ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଧ ନ ଶୁଝିଲେ ଉକ୍ତ ସୁଧ ମୂଳଧନ ସଙ୍ଗେ ମିଶି ତହିଁ ଉପରେ ସୁଧ ଚଢ଼େ ]
- ୨. ଗାଡ଼ିରେ ଜିନିଷ ବୋହିବା ପାଇଁ ଭଡ଼ା — ୨. Wages paid for transportation of things in a carriage.