ଚକ୍ରବୁଲା ଏକାଦଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରାବଣ କୃଷ୍ଣ ଏକାଦଶୀ — The ୧୧th day of the dark fortnight of the month of Ṡrābaṅa.

[ ଦ୍ର—ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ୱରୂପ ସୁଦର୍ଶନଚକ୍ରକୁ ବିମାନରେ ପୁରୀର ସାତ ସାହିରେ ବୁଲାଯାଏ ]