ଚକ୍ରବୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶୋଭାଯାତ୍ରାପୂର୍ବକ ଚକ୍ରବୁଲା ଏକାଦଶୀ ଦିନ ଜଗନ୍ନାଥଙ୍କ ସୁଦର୍ଶନ ଚକ୍ରକୁ ପୁରୀର ସାତ ସାଇରେ ବୁଲାଇବାରୂପ ଉତ୍ସବ —The festival of taking the discus of Jagannatha throughout the town of Puri in the month of Ṡrābaṇa.