ଚକ୍ରବିଷାଇ
ଚକ୍ରବିଷାଇ
ଉଚ୍ଚାରଣ
ସମ୍ପାଦନାଚକ୍ରବିଷେଇ, ଚକ୍ରବିଷୋଈଅନ୍ୟରୂପ
ଦେଶଜ - ବିଶେଷ୍ୟ - (ନାମ)
ସମ୍ପାଦନାଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ବିପକ୍ଷରେ ମେଳି କରିଥିବା ଜଣେ ସର୍ଦ୍ଦାର —Name of an Oria warrior of Ghumsar who headed the rebellion against the British in ୧୮୩୬.
[ ଦ୍ର—୧୮୩୬: ଖ୍ରୀଷ୍ଟାବ୍ଦରେ ଘୁମୁସର ଇଂରାଜମାନଙ୍କର ହସ୍ତଗତ ହେବାର ୨ ବର୍ଷ ପରେ ଏ ଘୁମୁସର ରାଜ୍ୟରେ ମେଳି କରାଇଥିଲେ କିନ୍ତୁ ପରାସ୍ତ ହୋଇ ପ୍ରାଣଦଣ୍ତ ପାଇଥିଲେ ]